ନିର୍ବାଚନ ଜିତିଲା ପରେ ନେତା ମନ୍ତ୍ରୀଙ୍କ କଥା ସବୁ ପାଣିର ଗାର ...
ନିର୍ବାଚନ ବେଳେ ନେତା ମନ୍ତ୍ରୀ ମାନେ ଗାଁକୁ ଆସି ବିଭିନ୍ନ ପ୍ରତିଶ୍ରୂତି ଦିଅନ୍ତି କିନ୍ତୁ ନିର୍ବାଚନ ପରେ ସେ ସବୁ ପାଣିର ଗାର ।ନିର୍ବାଚନ ସରିଲା ପରେ ବିଧାୟକ ମାନେ ଆମ ଗାଁ କୋଉଠି ଭୁଲି ଯାଆନ୍ତି ।ନେତା ମନ୍ତ୍ରୀମାନଙ୍କୁ ବାରମ୍ବାର ଜଣାଇବା ପରେ ବି ଆମର କୌଣସି ବିକାଶ ହେଉନାହିଁ । ତେଣୁ ଆମେ ଚାହୁଁ ଶାସକ ଦଳର ପରିବର୍ତ୍ତନ ହେଉ ତେବେ ଆମ ଗାଁର ବିକାଶ ହେଇପାରିବ ...
#ArgusNews #Odisha #Pipili #Byelcetion #JanataraMood