ପ୍ରେସମି୍ଟରେ ଅୁରୁଣ ବୋଥ୍ରା କହିଲେ ଅଭିଯୁକ୍ତ ନାବାଳକ ପ୍ରଥମେ ହତ୍ୟା କଲା ଆଉ ତାପରେ ଦୁଷ୍କର୍ମ ଉଦ୍ୟମ କଲା । କିନ୍ତୁ ଅଭିଯୁକ୍ତ ନାବାଳକର ଯେଉଁ ସ୍ବୀକାରୋକ୍ତି କୁହାଯାଉଛି ସେଥିରେ ସେ କହୁଛି ଦୁଷ୍କର୍ମ ପାଇଁ ଇଚ୍ଛା ହେଲା କିନ୍ତୁ ଦୁଷ୍କର୍ମ କରିନି ହତ୍ୟା କରିଛି । ବୋଥ୍ରା କେମିତି କହିଲେ ପ୍ରଥମେ ହତ୍ୟା କରିକି ଦୁଷ୍କର୍ମ ଉଦ୍ୟମ କରିଥିଲା ବୋଲି, ତାଳମେଳ କେମିତି ନାହିଁ ...
#ArgusNews #SIT #JusticeForParee
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app