ହେବିଓ୍ବେଟ୍ ନେତାଙ୍କ ମହାପ୍ରଭାବ
ରାଜ୍ୟରେ 2ଜଣ ମନ୍ତ୍ରୀ ରାଜ୍ୟ ସରକାରଙ୍କ ଉପରେ କଣ୍ଟା ସାଜିଛନ୍ତି। ଯଦି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଏ ତେବେ ରାଜ୍ୟ ସରକାର ମଧ୍ୟ ସେଥିରେ ଫଶିବେ ବୋଲି ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ମହାନ୍ତି....
#ArgusNews #Odisha #RoKThok
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app