ସଡ଼କ-2ର ରାସ୍ତାରେ କଣ୍ଟା । ଚାହୁଁ ନ ଥିବା ରେକର୍ଡ କରିଲା ମହେଶ ଭଟ୍ଟଙ୍କ ଏହି ଫିଲ୍ମ । ସୁଶାନ୍ତ ସିଂଙ୍କ ଫ୍ୟାନ୍ସ ଆର୍ମି ଓ ବଲିଉଡ ଉପରେ ଖପ୍ପା ଥିବା ଦର୍ଶକଙ୍କ ଟାର୍ଗେଟରେ ସଡ଼କ-2 । ସେଥିପାଇଁ ୟୁଟୁବରେ ସବୁଠୁ ଅଧିକ ନାପସନ୍ଦ କରାଯାଇଥିବା ଭିଡିଓ ତାଲିକାରେ ଫିଲ୍ମର ଟ୍ରେଲର । ଦେଶରେ ଏକ ନମ୍ବର ଓ ବିଶ୍ବରେ 3 ନମ୍ବର ସ୍ଥାନରେ ରହିଛି ଏହି ଭିଡିଓ ....
#ArgusNews #Sadak2 #Trailer #Most_Dislike_Trailer #BollyWood