Covid: Air pollution can worsen outcomes in asthma patients
ଖୋର୍ଦ୍ଧା ଜିଲ୍ଲା ଓଳସିଂହର ପାଟ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ପ୍ରସିଦ୍ଧ ଲାଭ କରିଥାଏ... ହେଲେ ଏବେ କିନ୍ତୁ ଏହି ଶିଳ୍ପ ବୁଡ଼ିଯିବାକୁ ବସିଲାଣି...ଉପଯୁକ୍ତ ପାରିଶ୍ରମିକ ନପାଇବାରୁ କାରିଗର ମାନେ କୈ।ଳିକ ବୃତ୍ତି ଛାଡି ଅନ୍ୟବୃତ୍ତି କରିବାକୁ ଆଗ୍ରହ ପ୍ରକାଶ କଲେଣି...ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ବୁଣାକାର ମାନେ ନିରୁତ୍ସାହିତ ହେଉଛନ୍ତି....
#ArgusNews #Odisha #Khordha #Pata_Saree