ଖୋର୍ଦ୍ଦା ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅଞ୍ଚଳରେ ମଦ ଜବତ । ବାଳସିଂହ ଗ୍ରାମରୁ ଜୈନେକ ବ୍ୟକ୍ତିଙ୍କ ଘରୁ ପୋଲିସ ୨୬ ଲିଟର ଦେଶୀରନ୍ଧା ମଦ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି । ଏହାସହ ଅଭିଯୁକ୍ତକୁ କୋର୍ଟ କୁ ଚାଲଣ କରିଛି । ଗିରଫ ଜଣକ ହେଉଛନ୍ତି ବାଳସିଂହ ଗ୍ରାମର ସୁର୍ଦଶନ ପ୍ରଧାନ । #ArgusNews #Odisha #Khurdha #Wineconfiscation