ପୋଷ୍ଟଅଫିସରେ ଜମା ହୋଇନି ହିତାଧୀକାରୀଙ୍କ ଟଙ୍କା
ମାଲକାନାଗିରି ଜିଲ୍ଲାରେ ଅନେକ ସାଧାରଣ ଲୋକ ଡାକ ବିଭାଗରେ ନିଜ ଜମା ଖାତା କରିଥିଲେ, ପଇସା ବି ଦେଇଥିଲେ କିନ୍ତୁ ତାଙ୍କ ଖାତାରେ ପଇସା ଜିରୋ ତାକୁ ନେଇ ଆମେ ଉତ୍ତରଦାୟୀ କାର୍ଯ୍ୟକ୍ରମରେ ଅଭିଯୋଗ କରିଛନ୍ତି ସୁରଜ ବାବୁ......
#ArgusNews #Odisha #Malkanagiri #Corruption #AmeUttaradayi
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app