କଥାରେ ଅଛି, ଶିକ୍ଷା ବ୍ୟବସ୍ଥା କୁହେ, ରାଜ୍ୟର ଅସଲ ଚିତ୍ର । କିନ୍ତୁ ରାଜ୍ୟରେ ଶିକ୍ଷାର ଚିତ୍ର ବେଶ ଚିନ୍ତାଜନକ ଓ ଭୟାନକ । ଏ କଥା ଆମେ କହୁନୁ, କହୁଛି ଶିକ୍ଷାର ରିପୋର୍ଟ । ଶିକ୍ଷକ, ଶିକ୍ଷା ଓ ଶ୍ରେଣୀଗୃହକୁ ନେଇ ଚିନ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀ । ଅନଲାଇନ ଶିକ୍ଷାକୁ ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ରକୁ ନେଇ ମୁହଁ ଖୋଲିଛନ୍ତି ବିଦ୍ୟାର୍ଥୀ । ଶିକ୍ଷକ ଓ ଶିକ୍ଷାର ଦୁର୍ଦ୍ଦିନକୁ ନେଇ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି ଅର୍ଗସ । ଗୁରୁଦିବସରେ ଚାଲନ୍ତୁ ଦେଖିବା ଆମର ଏହି ସ୍ୱତନ୍ତ୍ର ରିପୋର୍ଟ ।
#TheArgus #ArgusOdia #ArgusNews #TeachersDay #TeachersDaySpecial #OnlineStudy #EffectofOnlineStudy #SecialReort #Koraput #Gunupur #Rayagada #Kalahandi #Sundargarh