#ଚର୍ଚ୍ଚାରେ_ରହିଥିଲା_2020 ।
ମାର ହତ୍ୟା ଯେ କେବେ ପୁଅ କରିପାରେ ଏହା ବିଶ୍ବାସ ବାହାରେ । କିନ୍ତୁ ମା ର ନିର୍ଯାତନା ସହି ନପାରି ମା କୁ ଦୁଇ ନାବାଳକ ପୁଅ ପିଟିପିଟି ହତ୍ୟା କରିବା ଘଟଣା ସାରା ରାଜଧାନୀରେ ହଇଚଇ ସୃଷ୍ଟି କରିଥିଲା । ସେପ୍ଟେମ୍ବର 16 ତାରିଖ ଦିନ ରାତିରେ ମା ସହ ବଚସା ହେବା ପରେ ମା ମୁଣ୍ଡକୁ ଲୁହା ରଡ ରେ ଆକ୍ରମଣ କରିଥିଲେ ଦୁଇ ପୁଅ । ପରେ ଉଭୟେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପୋଲିସ ସିସିଟିଭି ଫୁଟେଜ ଆାଧାରରେ ଉଭୟଙ୍କୁ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରୁ ଗିରଫ କରିଥିଲା ।
#ArgusNews #Crime2020