ଚୀନ ବିରୋଧିରେ ତାତିଲେ ମ୍ୟାଁମାର୍ବାସୀ । ସାମରିକ ଶକ୍ତି ଜୁଂଟା ପଛରେ ଚୀନର ହାତ ଥିବାର ଅଭିଯୋଗ । ଚାଇନିଜ୍ ପୁଞ୍ଜିନିବେଶରେ ଚାଲିଥିବା ଫ୍ୟାକ୍ଟେରିରେ ନିଆଁ ଲଗାଇଲେ ବିଦ୍ରୋହୀ ।ସେନାପୁଲିସ୍ ଗୁଳିରେ ୩୮ରୁ ଅଧିକ ନିହତ । ଅନୁପ୍ରବେଶ ରୋକିବାକୁ ମିଜୋରମ୍ ସମେତ ୪ ଟି ରାଜ୍ୟରେ ହାଇ ଆଲର୍ଟ ଜାରି କଲା ଭାରତ...
#ArgusNews #China #Myammar #Protest