ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି
ସରକାର ଯଦି ଏପରି ଭାବେ ଚାଷୀମାନଙ୍କ କଥା ନ ବୁଝନ୍ତି ତେବେ ବାଧ୍ୟ ହୋଇ ଚାଷୀମାନେ ଆତ୍ମହତ୍ୟା କରିବେ ନହେଲେ ଚାଷ ଛାଡି ପଳେଇବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଭଦ୍ରକ ଜିଲ୍ଲା ସଭାପତି ଶ୍ରି ତ୍ରିଲୋଚନ ପଣ୍ଡା........
#ArgusNews #Odisha #FarmersIssue #Bhadrak
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app