ଆମେ ଭୋଟ ଦଉଛୁ ହେଲେ ପାଣି ଟୋପେ ପିଇବାକୁ ପାଉନୁ । ଗୋଟିଏ ନଳ କୂପ ଅଛି । କେତେ କିଲୋମିଟର ଚାଲିକି ଯାଇ ପାଣି ଆଣୁଚୁ ।ଗାଡିଆ ପୋଖରୀ ରୁ ପାଣି ପିଉଛୁ ଝାଡା ବାନ୍ତିରେ ପଡୁଛୁ । କିଛି ସୁବିଧା ନାହିଁ ଏଠି ଆମେ କାହିଁକୁ ଭୋଟ ଦବୁ କାହିଁକି ହଇରାଣ ହବୁ ...
#ArgusNews #Pipili #Byelction #JanataraMood #WaterProblem