ଅକ୍ଟୋବର 7 2020 । ଚଳଚଞ୍ଚଳ ରାଜଧାନୀରେ ହଠାତ ଏକ ଛାତି ଥରା ବିସ୍ଫୋରଣ ହେଲା । କେହି କିଛି ବୁଝିବା ଆଗରୁ ୟୁନିଟ 6 ପେଟୋଲ ପମ୍ପ ରେ ଥିବା ଗ୍ୟାସ ଟାଙ୍କି ହୁ ହୁ ହୋଇ ଜଳିଉଠିଲା । ବିଷ୍ଫୋରଣ ଏତେ ଭୟଙ୍କର ଥିଲା ଯେ କିଛି ମାଂସ ହାଡ ଖଣ୍ଡ ବିଖଣ୍ଡିତ ହୋଇ ଘଟଣା ସ୍ଥଳରେ ପଡି୍ଥିବା ସହ ଆଖ ପାଖର କିଛି ଘର ର କାନ୍ଥ ଭାଙ୍ଗି ପଡିଥିଲା । ଘଟଣାରେ ପ୍ରାୟ 10 ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାରେ ଦୁଇ ଜଣଭ୍କର ମୃତ୍ୟୁ ଘଟିଥିଲା
#PetrolPumpBlast #ArgusNews #Crime2020