ଅର୍ଗସ ସହ ସମ୍ବଲପୁର ବାସୀ
ଡିଜିଟାଲରୁ ସାଟେଲାଇଟ ହେବା ପୂର୍ବରୁ ଜନ ପରାମର୍ଶ ପାଇଁ ଅର୍ଗସର ଅଭିନବ ପ୍ରୟାସ । ଅନୁଗୁଳ ଏବଂ ଢେଙ୍କାନଳ ପରେ ପଶ୍ଚିମ ଓଡ଼ିଶାର ସମୃଦ୍ଧଶାଳୀ ଜିଲ୍ଲା ସମ୍ବଲପୁର ବାସୀଙ୍କ ସହ ZOOM ମାଧ୍ୟମରେ ଯୋଡି ହୋଇଥିଲା ଅର୍ଗସ । ଆଗାମୀ ଦିନରେ ଅନୁଗୁଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଅସୁବିଧାରେ ଥିବା ଲୋକମାନଙ୍କୁ ଆହୁରି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।
#ArgusNews #DigitalToSatellite #Sambalpur