ଦିୱାଲୀରେ ଉପହାର ସ୍ୱରୂପ ଦିଆଯାଇଥିଲା କିଛି ମାଟିହାଣ୍ଡି ଦହି । ଏହା ପରଠୁ ରାଜଧାନୀ ଇନଫୋସିଟି ଅଂଚଳର ଚକୋ ଗ୍ୟାଲେରିଆର ସ୍ୱତନ୍ତ୍ର ଚକଲେଟ ଦୋକାନର ସୋ କେସରେ ସ୍ଥାନ ପାଇଲା ନିଆରା ସ୍ୱାଦ ଆଉ ସୁବାସରେ ମହକିତ ମାଟି ହାଣ୍ଡି ଦହି । ହାତ ତିଆରି ଚକୋଲେଟକୁ ନେଇ ପ୍ରସିଦ୍ଧି ଅର୍ଜନ କରିଥିବା ମୌସୁମୀଙ୍କ ଚକୋ ଗ୍ୟାଲେରିଆ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ମିଠା ଦହି ପାଇଁ ଏବେ ବିଶ୍ୱସ୍ତନୀୟ ଗନ୍ତବ୍ୟସ୍ଥଳ ପାଲଟିଛି...
#ArgusNews #Odisha #Bhubaneswar #SweetCurd #ChocoGallery #GoodNews #WomenEmpowerment