କଂଗ୍ରେସର ଇତିହାସ ଭୁଲିଛନ୍ତି ରାହୁଲ
ମୋଦି ସରକାରଙ୍କ ଦୃଢ଼ ନିଷ୍ପତି, ସଫଳ କୂଟନୀତି ଏବଂ ଭାରତୀୟ ବୀର ଯବାନଙ୍କ ସାହସିକତା ଆଗରେ ଶେଷରେ ଚୀନ ମୁଣ୍ଡ ନୁଆଇବାକୁ ବାଧ୍ୟ ହୋଇଛି ଚୀନ୍ । ରାଜିନାମା ଅନୁସାରେ ଫେବୃଆରୀ ୧୦ ତାରିଖରୁ ସୀମାରୁ ଉଭୟ ଦେଶ ନିଜର ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି । ଏହା ସରକାରଙ୍କ ଏକ ସଫଳତା ହୋଇଥିବା ବେଳେ ଏହାକୁ କିନ୍ତୁ ହଜମ କରିପାରୁନି କଂଗ୍ରେସ । ଶୁକ୍ରବାର ଦନି ଏକ ସାମ୍ବଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗରେ ମୋଦିଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି......
#ArgusNews #ArgusUpdate #National #Congress Rahul Gandhi
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app