ୟୁଟ୍ୟୁବ ଆଣିଦେଲା ସ୍ୱାବଲମ୍ବୀ ହେବାର ସୁଯୋଗ । କମ ପୁଞ୍ଜିନିବେଶରେ ଗୁଣ୍ଡୁରୀ ଚଢେଇ ଚାଷ ଏକ ଲାଭ ଜନକ ବ୍ୟବସାୟ ଜାଣିବା ପରେ ଏ ଦିଗରେ ମନ ବଳାଇଥିଲେ ବେଗୁନିଆ ଅଞ୍ଚଳର ଜଣେ ଯୁବକ ପ୍ରଫୁଲ୍ଲ ମହାପାତ୍ର । ନିଜର ଆଗ୍ରହ,ନିଷ୍ଠା ଓ କଠିନ ପରିଶ୍ରମ ତାଙ୍କୁ ସହାୟକ ହେଲା...
#ArgusNews #Odisha #Goodnews #Enterpreneur