ମୟୂରଭଞ୍ଜ ଜିଲ୍ଲାରେ ପୁଣିଥରେ ସଫଳତା ପାଇବା ଆଶାରେ ବିଜେପି ଦଳ ଅଣ୍ଟା ଭିଡିଛି । ଚଳିତ ନିର୍ବାଚନରେ ଜିଲ୍ଲା ପରିଷଦଠାରୁ ଆରମ୍ଭ କରି ସମିତି ଚେୟାରମ୍ୟାନ ଓ ସରପଞ୍ଚରେ ବିଜେପି ସଂଖ୍ୟା ଗରିଷ୍ଠତା ପ୍ରତିପାଦନ କରିବ ବୋଲି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ସୁଚନା ଦେଇଛନ୍ତି ।
#PanchayatElection #Mayurbhanj #BJP #Odisha #ArgusNews