ଚଳିତ ବର୍ଷ ଜୁଲାଇ ପର୍ଯ୍ୟନ୍ତ ମୌସୁମୀ ବର୍ଷ ସ୍ବାଭାବିକ ଥିବା ବେଳେ ଅଗଷ୍ଟ ମାସ ପ୍ରଥମ ଦୁଇ ସପ୍ତାହରେ ନିଅଣ୍ଟିଆ ବର୍ଷା ହୋଇଛି । ଫଳରେ ଓଡ଼ିଶା ସମେତ କେତେକ ରାଜ୍ୟରେ ମରୁଡ଼ି ଆଶଙ୍କା ଦେଖା ଦେଇଛି । ତେବେ ଖୁବ୍ଶୀଘ୍ର ସ୍ଥିତିରେ ଉନ୍ନତି ଆସିବାର ସମ୍ଭାବନା ରହିଛି ।
#ArgusNews #ArgusUpdate #Odisha #Monsoon #Rain #Lowpressure