ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ସହ ଦର ବୃଦ୍ଧି ନେଇ ସାଧାରଣ ଜନତାଙ୍କ ମୁଣ୍ଡରେ ପଡିଛି ଚଡ଼କ । ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ ବିଜେପି । ସମ୍ବଲପୁର କୁଚିଣ୍ଡାରେ ମଧ୍ୟ ଆନ୍ଦୋଳନ ।
#ArgusNews #Odisha #ArgusUpdateNews #ElectricityIssue #bjpstrike