ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଙ୍ଗନବାଡ଼ି କର୍ମୀଙ୍କ ଘର ଜାଳିଦେଲେ ଗ୍ରାମବାସୀ । ଘର ଜାଳି ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଅଙ୍ଗନବାଡ଼ି କର୍ମୀଙ୍କ ଦୁଇ ବଖରା ଘର ଜାଳି ଦେଇଛନ୍ତି ଗ୍ରାମବାସୀ ।
#ArgusNews #Odisha #ArgusUpdateNews #Bolagir #Losingha #fire