କୋଭିଡ ନିୟମକୁ ଫୁ। କରୋନା ପାଇଁ ସାରା ରାଜ୍ୟରେ ଲକଡାଉନ ଜାରି ହୋଇଥିବା ବେଳେ ଯାଜପୁର ଦଶରଥପୁର ବ୍ଲକର ବିରିପଟ୍ଟା ପଞ୍ଚାୟତରେ ଖୁଲମଖୁଲା ନିୟମକୁ ଫୁ। ଜଣେ ଯୁବକ ଅଙ୍ଗନବାଡି କେନ୍ଦ୍ରରେ ଆସି ଚଳାଇଛନ୍ତି ସେଲୁନ।
#ArgusNews #Odisha #ArgusUpdate #Jajpur #covidrulebroke