ଅଟୋ ଚାଳକଙ୍କ ମାନବିକତା । ଯାତ୍ରୀଙ୍କୁ ଫେରାଇଲେ ୬ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଗହଣା । ସମ୍ବଲପୁର କ୍ଷେତରାଜପୁର ଅଂଚଳ ମହମଦ ଅଜିମଙ୍କ ଅଟୋରେ ଚନ୍ଦ୍ରକାନ୍ତି ନାମକ ଜଣେ ଯାତ୍ରୀ ରେଲଷ୍ଟେସନରୁ ଘରକୁ ଫେରୁଥିଲେ ।
#ArgusNews #Odisha #ArgusUpdate #Sambalpur #AutoDriver