ଅଢେଇ ମାସ ପରେ ସାରା ରାଜ୍ୟରେ ଗଡ଼ିଲା ବସ । କଟକଣା କୋହଳ ପରେ ଆଜିଠୁ ସବୁ ରୁଟରେ ଚଳାଚଳକୁ ମିଳିଛି ଅନୁମତି । ଅବଶ୍ୟ ରାଜ୍ୟ ବାହାରକୁ ବସ ଚଳାଚଳ ଉପରେ ଏବେ ବି କଟକଣା ରହିଛି ।
#ArgusNews #Odisha #ArgusUpdateNews #lowerbus