ପ୍ୟାରୀ ମୁଣ୍ଡାଙ୍କ ୧୦ ମାସର ଝିଅ ସାଲିନି ମୁଣ୍ଡା ଅପପୁଷ୍ଟିର ଶିକାର ହୋଇ ରାଉରକେଲା ଆରଜିଏଚରେ ଭର୍ତ୍ତି । ଅନୁଭବୀ ଡାକ୍ତରୀ ଟିମର ଅଭାବ ଯୋଗୁଁ ମିଳୁନି ଉତ୍ତମ ଚିକିତ୍ସା । ପ୍ୟାରୀ ଏବେ ୮ ମାସର ଗର୍ଭବତୀ । ପୁଷ୍ଟିକର ଖାଦ୍ୟ ଅଭାବରୁ ପ୍ୟାରୀଙ୍କ ଗର୍ଭରେ ଥିବା ଶିଶୁ ମଧ୍ୟ ଅପପୁଷ୍ଟିର ଶିକାର ।
#Sundargarh #Rourkela #Malnutrition #CriticalCondition #medicalteam #pregnantlady #doctorproblem #treatment #Odisha #ArgusNews