ସତ କାଳେ ପଦାକୁ ପଳାଇ ଆସିବ ଏ ନେଇ ଡାକ୍ତରଖାନାରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ହତ୍ୟା ମାମଲାର ସବୁ ଜିନିଷକୁ ଘୋଡେଇବା ପାଇଁ ନାଁ ପ୍ରତିକ୍ରିୟା ରଖିଲେ CDMO ନାଁ ADM ନା ଚିକିତ୍ସା କରିଥିବା ଡାକ୍ତରଙ୍କୁ ପ୍ରତିକ୍ରିୟା ରଖିବା ପାଇଁ ଦେଲେ ।
#ArgusNews #ArgusNewsTV #Odisha #ACFO_Deathcase