ଆଉ ନାହାନ୍ତି ପଦ୍ମଶ୍ରୀ ରାଧାମୋହନ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ନୟାଗଡରେ ଖାଲି ପଡିଥିବା ଜମିରେ ଜୈବିକ ଚାଷ କରି ଆଣିଥିଲେ ପରିବର୍ତ୍ତନ । ପୂର୍ବରୁ ସେ ରାଜ୍ୟର ସୂଚନା କମିଶନର ଭାବେ ଦାୟିତ୍ବ ତୁଲାଇଛନ୍ତି ।
#ArgusNews #ArgusNewsTv #Odisha #PadmashriRadhaMohan