ଟୋକିଓ ପାରା ଅଲିମ୍ପିକ୍ସ ପାଇଁ ଯାଉଥିବା ଆଥଲେଟ୍ଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିନ ୧୧ଟାରେ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ପାରା ଆଥଲେଟ ମାନଙ୍କ ସହ କଥା ହେବେ ବୋଲି ଜଣାପଡିଛି।
#ArgusNews #Odisha #ArgusUpdate #Tokyo2020 #paralympics #NarendraModi