ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ। ଜୁଲାଇ ୧୯ରୁ ଅଗଷ୍ଟ ୧୩ ଯାଏଁ ଚାଲିବ ଅଧିବେଶନ। ଏଥର ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟ ଦିବସ ରଖାଯାଇଛି । କୋଭିଡର ଦ୍ବିତୀୟ ଲହର ଆରମ୍ଭ ହେବା ପରେ ଏହା ପ୍ରଥମ ଅଧିବେଶନ ହେବ ।
#ArgusNews #ArgusUpdate #National #MonsoonSessionofParliament