ଆଜିଠୁ ରାଜ୍ୟରେ ଲାଗୁହେବ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍ । ସେପ୍ଟେମ୍ବର ମାସ ପାଇଁ କରୋନା କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ତିନୋଟି ଜିଲ୍ଲା ଖୋର୍ଦ୍ଧା, କଟକ ଏବଂ ପୁରୀରେ ଜାରି ରହିଥିବା ସପ୍ତାହାନ୍ତ ସଟଡାଉନକୁ ହଟାଇ ଦେଇଛନ୍ତି ।
#Covidpandemic #guidelines #septemberguideline #Odisha #ArgusUpdate #ArgusNews