ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ। ଚଳିତ ଅଧିବେଶନ ଡିସେମ୍ବର 23ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ରହିବ 20ଟି କାର୍ଯ୍ୟ ଦିବସ। ତେବେ ଆଜି ଅଧିବେଶନର ପ୍ରଥମ ଦିବସରେ ହିଁ କୃଷି ଆଇନ ରଦ୍ଦ ବିଲ ଲୋକସଭାରେ ଆଗତ କରାଯିବ।
#WinterSession #Parliament #AgriculturalLaw #repealbill #ArgusNews