ଆଜି ଅନ୍ତର୍ଜାତୀୟ ଜଳବାୟୁ ସମ୍ମିଳନୀ ୨୦୨୧କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ପରିବେଶ ମନ୍ତ୍ରି ଭୁପେନ୍ଦ୍ର ଯାଦବ, ଶକ୍ତିମନ୍ତ୍ରୀ ରାଜ କୁମାର ସିଂ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ ମୁକେଶ ଅମ୍ବାନି ଏବଂ ଭାରତ ଓ ୟୁରୋପର ଉଚ୍ଚ ପଦାଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିବେ।
#NarendraModi #internationalclimateconference #National #ArgusNews