କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆକାଶମାର୍ଗରୁ ବାଲେଶ୍ବର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିବେ । ଆକାଶମାର୍ଗରୁ ବାଲେଶ୍ବର ଜିଲ୍ଲାର ସିମୁଳିଆ, ସୋର, ବାହାନଗା ଅଂଚଳର ସ୍ଥିତି ଅନୁଧ୍ୟାନ କରିବେ
#ArgusNews #Odisha #ArgusUpdate #DharmendraPradhan