ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସର ସଂଘଚାଳକ ମୋହନ ଭାଗବତ । ୫ ଦିନିଆ ଓଡିଶା ଗସ୍ତରେ ଆସି ଆଜି ଭୁବନେଶ୍ବର ପହଞ୍ଚିବେ । ଭାଗବତ ଏହି ଗସ୍ତ ସମୟରେ ଓଡିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।
#MohanBhagwat #RSS #Odisha #ArgusUpdate #ArgusNews