ଆଜି ଠାରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରବାସୀଙ୍କ ପାଇଁ WARD WARI ଜଗା ଦର୍ଶନ। ଦୁଇ ଦିନ ସେବାୟତଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଆଜି ଠାରୁ ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କ ସାନିଧ୍ୟ ନେଇ ମନବାଞ୍ଛା ପୂରଣ କରିବେ ପୁରୀବାସୀ। ।
#ArgusNews #Odisha #ArgusUpdate #Puri #srimandiropen #JayJagannath