ଆଜି ଢେଙ୍କାନାଳରେ କମନ ୟୁଜର ଫାସିଲିଟର ତୈଳ ଡିପୋର ଭୂମିପୂଜା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଭିସି ଜରିଆରେ ଯୋଗଦେବେ ତୈଳମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସହ ଅନ୍ୟ ଅତିଥି । ୩୯୫ କୋଟି ଟଙ୍କାର ହେବ ପୁଞ୍ଜିନିବେଶ । ନିଯୁକ୍ତି ସହିତ ବୃଦ୍ଧି ହେବ ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ।
#Dhenkanal #oildepot #BhumiPujan #DharmendraPradhan #HardipSingh #Odisha #ArgusNews