ଆଜି ମହାଳୟା ଅବସରରେ ପଶ୍ଚିମ ଓଡ଼ିଶାର ଅଧିଷ୍ଟ୍ରାତୀ ଦେବୀ ମା ସମଲେଶ୍ବରୀ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେବେ । ଚଳିତ ବର୍ଷ କୋଭିଡ କଟକଣା ମାନି ଭକ୍ତ ମାଁ ଙ୍କ ଧବଳ ମୁଖି ବେଶ ଦର୍ଶନ କରିବେ ।
#Mahalaya #MaaSamaleswari #devotees #DhabalamukhiBesa #Sambalpur #Odisha #ArgusNews