ଆଜି ପହିଲି ରଜ। ହେଲେ କରୋନା କଟକଣା ପାଇଁ ଥମି ଯାଇଛି ଦୋଳିର କଟମଟ ଶବ୍ଦ। ଓଡ଼ିଆଙ୍କ ଖୁବ୍ ଆପଣାର ପର୍ବ ରଜ । ପିଠାପଣାର ମହକରେ ମହକି ଉଠୁଛି ଘର। ବରଷକେ ଥରେ ରଜ ପାଳିବାକୁ ସତେ ଯେପରି ଅନାଇ ରହିଥାନ୍ତି ସଭିଏଁ।
#ArgusNews #Odisha #ArgusUpdate #Rajafestival