ଆଜି ବିଧାନସଭାର ତୃତୀୟ ଦିନ । ଗତକାଲି ଆଇନମନ୍ତ୍ରୀଙ୍କ ବହିଷ୍କାର ଦାବିରେ ହୁଲୁସ୍ତୁଲ ହୋଇଥିଲା ଗୃହ । ଆଇନମନ୍ତ୍ରୀ ମନ୍ତ୍ରୀ ପଦରେ ରହିବାର ନୈତିକତା ନାହିଁ, ତେଣୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ଦାବି ଜୋର ଧରିଥିଲା ।
#ArgusNews #ArgusUpdate #Odisha #Assembly