ଟିମ୍ ମୋଦିଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଆଜି ହେବାକୁ ଥିବା କେନ୍ଦ୍ର କ୍ୟାବିନେଟର ବୈଠକ ବାତିଲ ହୋଇଛି। ସେହିପରି ଅର୍ଥନୈତିକ ବ୍ୟାପାର ଉପରେ କ୍ୟାବିନେଟ କମିଟି ବୈଠକ ମଧ୍ୟ ହେବନି । ଆଜି ଦିନ 11ଟାରେ ବୈଠକ କାର୍ଯ୍ୟକ୍ରମ ଥିଲା ।
#ArgusNews #Odisha #ArgusUpdateNews #cabinetmetting #postponed