ଆଠଗଡ଼ରେ ମାତିଛି ବାରହା । ନଷ୍ଟ କରୁଛି ଚାଷ ଜମି ଓ ଫସଲ । ଫଳରେ ରାତି ଉଜାଗର ରହୁଛନ୍ତି ଗ୍ରାମବାସୀ । ରାତି ତମାମ ହାତରେ ଠେଙ୍ଗା, ଟର୍ଚ୍ଚ ଓ ଟିଣରେ ଶବ୍ଦ କରି ବାରହାକୁ ଘଉଡ଼ାଇବାକୁ ଚେଷ୍ଟା କରୁଛନ୍ତି ।
#Destroy #Farmland #Crops #Aathgad #Villagers #Baraha #ArgusNews
Be the first to know any news. You will get latest stories and video updates through the day. You can turn them off anytime.