ଆଦର୍ଶ ଥାନା ଭିତରେ ଚାଲିଛି ଖୁଲାମ ଖୁଲା ଅର୍ଥ କାରବାର । 5ଟି ନିୟମର ଖୋଲାଖୋଲି ଉଡୁଛି ଧଜିଆ । ଥାନା ଭିତରେ ଖୋଲାଖୋଲି ମଗାଯାଉଛି ଅର୍ଥ । ଟଙ୍କା ଦିଅ ଆଉ ମାମଲାର ସମାଧାନ କର । ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଆଦର୍ଶ ଥାନା ପରିସରରେ ।
#Bribe #Malkangiri #policestation #money #Odisha #ArgusNews