ଆଫଗାନିସ୍ତାନକୁ ଫେରିଛି ପୁରୁଣା ଦିନର ଯନ୍ତ୍ରଣା। ଆଫଗାନିସ୍ତାନ ଛାଡ଼ୁଥିବା ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି। ଲୋକଙ୍କୁ ରୋକିବା ପାଇଁ ଧାରୁଆ ଅସ୍ତ୍ରରେ ଆକ୍ରମଣ ସହ ଗୁଳି ଚାଲୁଛି । ଆଜି କାବୁଲ ବିମାନବନ୍ଦରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଲୋକମାନେ ଭୟରେ ଦୌଡ଼ି ପଳାଉଥିବା ଦେଖାଯାଇଛି।
#Afganistan #terror #TalibanTerror #kabulairport #fear #National #ArgusNews