ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ଆଫଗାନିସ୍ତାନର ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ବିଶେଷ କରି ମହିଳା ଓ ବାଳିକାଙ୍କ ସୁରକ୍ଷାକୁ ନେଇ ସେ ଗଭୀର ଚିନ୍ତିତ ଅଛନ୍ତି ଏବଂ ବିଶ୍ୱ ନେତାମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଆହ୍ବାନ କରିଛନ୍ତି।
#ArgusNews #ArgusUpdate #National #MalalaYousafzai #Afghanistan