ଆବାସ ଘୋଟାଲାକୁ ନେଇ ବଲାଙ୍ଗୀର ପାଟଣାଗଡ ବ୍ଲକଅଫିସ ଆଗରେ ବିକ୍ଷୋଭ ଓ ଧାରଣା । ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ,ବ୍ଲକ ଚେୟାରମ୍ୟାନ ଭକ୍ତବନ୍ଧୁ ନାଏକଙ୍କ ସମେତ ଶହଶହ ମହିଳା ପୁରୁଷ ଓ ବିଜେପି କର୍ମକର୍ତ୍ତା ସାମିଲ ହୋଇଛନ୍ତି।
#ArgusNews #ArgusUpdate #Odisha #Balangir #Corruption #AwasYojna