ଆବାସ ଘୋଟାଲାକୁ ନେଇ ବିଜେପିର ରଣହୁଙ୍କାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ 1 ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଛି ବିଜେପି । ଆଉ ଏହାକୁ ବିରୋଧ କରି ରାଜ୍ୟବ୍ୟାପି ବ୍ଲକ ଅଫିସ ସମ୍ମୁଖରେ ପ୍ରତିବାଦ କରୁଛି ଦଳ ।
#ArgusNews #ArgusUpdate #Odisha #BJP_Protest #AwasYojna