ଆବାସ ଯୋଜନାରେ କେଳେଙ୍କାରୀଙ୍କୁ ନେଇ ବିଜେପିର ରଣହୁଙ୍କାର। ଆଜିଠୁ 3ଦିନ ଧରି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ଦଳ। ଆବାସ ଯୋଜନାରେ ହୋଇଛି 1ହଜାର କୋଟିର ମହାଘୋଟାଲା। ଗରିବ ହିତାଧିକାରୀଙ୍କ ସହ ଧୋକ୍କା କରିଛନ୍ତି ରାଜ୍ୟସରକାର।
#ArgusNews #ArgusNewsTV #ArgusUpdate #Odisha #Corruption #AwasYojna #BJP