ଆମ୍ବୁଲାନ୍ସ ଭିତରେ ବୁହାଯାଉଛି ଧଳାଜହର। ରୋଗୀକୁ ବୁହା ହେବାକୁ ଥିବା ଆମ୍ବୁଲାନ୍ସକୁ ସୁରକ୍ଷା କବଚ ଭାବେ ବ୍ୟବହାର କରି ଏଭଳି କାର୍ଯ୍ୟ ଚାଲିଛି। ବର୍ତ୍ତମାନ ଏଭଳି ଏକ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହି ଭିଡିଓ ଟି ଭଦ୍ରକ ଚରମ୍ପା ବଉଳପୋଖରୀ ଅଞ୍ଚଳର ବୋଲି ଜଣାପଡିଛି।
#ArgusNews #ArgusUpdate #Odisha #Bhadrak #Ambulance #Drugs