ଆରମ୍ଭ ହୋଇଛି ୱାର୍ଲଡ୍ ୟୁନିଭର୍ସିଟି ସମିଟ 2021 । ସମିଟକୁ ଉଦଘାଟନ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । ଏଥିରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସାରା ବିଶ୍ବରେ ଶିକ୍ଷାର ହବ୍ ହେବ ଭାରତ ।
#ArgusNews #Odisha #ArgusUpdateNews