ଭାରତୀୟ ଜାତୀୟ କଂଗ୍ରେସ ର ପ୍ରାଥମିକ ସଦସ୍ୟ ପଦରୁ ରୁ ଇସ୍ତଫା ଦେଲେ ଢେଙ୍କାନାଳର ବରିଷ୍ଠ କଂଗ୍ରେସ ନେତା ନବୀନ ନନ୍ଦ। ଏ ନେଇ ସେ ଲିଖିତ ଭାବରେ କଂଗ୍ରେସ ର ସୁପ୍ରିମୋ ନିରଞ୍ଜନ ପଟନାୟକଙ୍କୁ ଲିଖିତ ଭାବରେ ଜଣାଇଛନ୍ତି।
#NaveenNanda #Congressleader #resigned #Dhenkanal #Odisha #ArgusNews